ମନ୍ତ୍ର ଗ୍ରହଣ Mantra grahaṇa

  • ସଂ. ବି. ( 6 ଷ୍ଠୀ ତତ୍) — ଗୁରୁଙ୍କଠାରେ ଶିଷ୍ୟର ବା ଶିଷ୍ୟାର ଇଷ୍ଟ ମନ୍ତ୍ର ନେବା କ୍ରମ; ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ — The acceptance of or the initiation into a mystic formula from or by one's spiritual preceptor