ମନ୍ତୁରାଇବା Manturāibā
- ଦେ. କ୍ରି. (ସଂ. ମନ୍ତ୍ରଣ) — ଅଭିମନ୍ତ୍ରଣ କରିବା; ମନ୍ତ୍ର ପଢ଼ି କୌଣସି ଦ୍ରବ୍ୟକୁ ଫୁଙ୍କିବା — To consecrate a thing by uttering mystic formulas over it
- ଦେ. କ୍ରି. (ସଂ. ମନ୍ତ୍ରଣ) — [ଦ୍ର—ମନ୍ତ୍ର ପାଠ କରି ଧୂଳି, ଲୁଣ ଓ ଜଳ— ଆଦିକୁ ମନ୍ତୁରାଇବାକୁ ହୁଏ। ଏପରି କରିବାଦ୍ୱାରା ଉକ୍ତ ଦ୍ରବ୍ୟମାନଙ୍କରେ ଆଶ୍ଚର୍ଯ୍ଯଜନକ ବା ଅସାଧାରଣ ଶକ୍ତି ପ୍ରବେଶ କରାଇ ଦିଆଯାଏ।]