ମନ୍ତିକା Mantikā

  • ଦେ. ବିଣ ଓ ଅ — ପ୍ରକାରର — Of (any) kind
  • ଦେ. ବିଣ ଓ ଅ — [ଦ୍ର— ସର୍ବନାମ ସଙ୍ଗେ ଯୁକ୍ତ। ଯଥା—ଏମନ୍ତିକା=ଏ ପ୍ରକାରର।]
  • ଦେ. ବିଣ ଓ ଅ — (ଯଥା—ମୋତେ ଏମନ୍ତିକା କଥା ଆସେ ନାହିଁ)