ମନ୍ତବ୍ୟ କଲମ୍ Mantabya kalam
- ଦେ. ବି. (ମନ୍ତବ୍ଯ+ଇଂ. କଲମ୍; କଚିରିଆ) — କାଗଜର ବା ଫାରମର ଯେଉଁ ଅଲେଖା ସ୍ତମ୍ଭ ମନ୍ତବ୍ଯ ଲୋଖାଯିବା ପାଇଁ ଛଡ଼ା ଯାଇ ଥାଏ — A column of space left or intended for the endorsement of remarks or opinions, the remarks-column of a form or statement