ମନ୍ ସବ୍ଦାର୍ Man-sab-dār

  • ବୈଦେ. ବି (ଫା. ମନସବ୍ଦାର୍) — ଉଚ୍ଚ ରାଜପଦସ୍ଥ ବ୍ଯକ୍ତି — High official
  • ବୈଦେ. ବି (ଫା. ମନସବ୍ଦାର୍) — ମୋଗଲ ବାଦ୍ସାହାଙ୍କ ଉଚ୍ଚ ରାଜକର୍ମଚାରୀଙ୍କୁ ପ୍ରଦତ୍ତ ଉପାଧିବିଶେଷ — A title bestowed on public servants by Moghal emperors