ମନୋମୋହନ Manomohana

  • ସଂ. ବିଣ ( 6 ଷ୍ଠୀ ତତ୍; ମନସ୍+ମୋହନ) — ମନୋହର; ମନୋମୁଗ୍ଧକର; ଅତୀବ ରମଣୀୟ — Enchanting; fascinating
  • ସଂ. ବିଣ ( 6 ଷ୍ଠୀ ତତ୍; ମନସ୍+ମୋହନ) — [ଉ—ତପ ଫଳେ ଯେହୁ ହୋଇଛି ଏ ବିଶ୍ୱମୋହନ—ମନମୋହିନୀ। ରାଧାନାଥ. ଯଯାଦି।]