ମନୋଭୀଷ୍ଟ Manobhīshṭa

  • ସଂ. ବିଣ. ( 3 ୟା ତତ୍, ମନସ୍+ଅଭୀଷ୍ଟ) — ଇପ୍ସିତ — Wished-for; desired; longed for
  • ସଂ. ବି ( 6 ଷ୍ଠୀ ତତ୍) — ମନୋବାଞ୍ଛା; ମନସ୍କାମନା; ମନୋରଥ — One's cherished desire; longing of the heart