ମନୋଭୀଷ୍ଟ ଫଳପ୍ରଦ Manobhīshṭa phaḻaprada

  • ସଂ. ବିଣ (ମନୋଭୀଷ୍ଟ ଫଳ+ପ୍ର+ଦା. ଧାତୁ+ କର୍ତ୍ତୃ. ଅ) — ଯେ ମନୋବାଞ୍ଛା ଅନୁସାରେ ଫଳ ଦେଇପାରେ — Capable of granting one's desires