ମନୋବୃତ୍ତି Manobṛutti

  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବୃତ୍ତି) — ଚିନ୍ତା — Thought
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବୃତ୍ତି) — ସ୍ମରଣ, ମନନ, ଅନୁଧ୍ୟାନାଦି ମାନସିକ ବୃତ୍ତି ବା ମନର କାର୍ଯ୍ୟମାନ — The operations of the mind, such as memory, thinking, attention etc
  • ପ୍ରାଦେ. (ଗଞ୍ଜାମ) ବି — ସମ୍ପତ୍ତିରେ ଅଧିକାର ବା ସ୍ୱତ୍ୱ ନ ଥିବା ବ୍ଯକ୍ତିର ଭରଣପୋଷଣାର୍ଥ ନିର୍ଦ୍ଧାରିତ ଦେୟ — A grant for the maintenance of a person who has no title to a property