ମନୋବିକାର Manobikāra

  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — ମନ— ବିଗଡ଼ା; ଚିତ୍ତର ଅସ୍ୱାଭାବିକ ଅବସ୍ଥା — Unnatural state of mind
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — ଚିତ୍ତ ଚାଞ୍ଚଲ୍ୟ — Mental anxiety; perturbation of mind; revulsion of feeling
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — ଚିତ୍ତର ଦୁର୍ବଳତା — Mental weakness; weakness of mind
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — ଚିତ୍ତରେ କୌଣସି ସୁଖଜ ବା ଦୁଃଖଜ ଭାବ ବା ବିଚାର ଉପସ୍ଥିତ ହେବା ଅବସ୍ଥା (ହି. ଶ) — Emotion
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — [ଦ୍ର— ରାଗ, ଦ୍ୱେଷ, କ୍ରୋଧ, ଦୟା ଆଦି ଚିତ୍ତବୃତ୍ତି ମନୋବିକାର ଅଟେ। ସାଧାରଣତଃ ମନୋବିକାର ଜାତ ହେବା ସଙ୍ଗେ ସଙ୍ଗେ କେତେକ ଶାରୀରିକ ବିକାର ।
  • ସଂ. ବି ( 6 ଷ୍ଠୀ ତତ୍; ମନସ୍+ବିକାର) — (ଯଥା— ରୋମାଞ୍ଚ, ସ୍ୱେଦ, କମ୍ପ, ଅଶ୍ରୁ, ହୃଦୟର ସ୍ପନ୍ଦନ)ଲକ୍ଷିତ ହୁଏ।)