ମନୋଦୃଷ୍ଟି Manodṛushṭi

  • ସଂ. ବି ( 6 ଷ୍ଠୀ ତତ୍; ମନସ୍ +ଦୃଷ୍ଟି) — ମନୋନେତ୍ର; ମନଶ୍ଚକ୍ଷୁଃ; କୌଣସି ବିଷୟକୁ କଳ୍ପନାନେତ୍ରରେ ଦେଖିବା — Mental vision