ମନେ ମନେ Mane mane

  • ଦେ. କ୍ରି. ବିଣ — ଆପଣାର ମନରେ — In one's own mind
  • ଦେ. କ୍ରି. ବିଣ — [ଉ— ନିଶ୍ଚିନ୍ତ ରହଇ ଅଗ୍ନି ଭୟୁଁ ମନେ ମନେ —ରାଧାନାଥ. ମହାଯାତ୍ରା।]
  • ଦେ. କ୍ରି. ବିଣ — ଅନ୍ତରରେ — Mentally
  • ଦେ. କ୍ରି. ବିଣ — ଅପ୍ର— କାଶ୍ୟରେ; ଗୋପନରେ — Secretly
  • ଦେ. କ୍ରି. ବିଣ — ଆପଣାର କଳ୍ପନାରେ — In one's imagination
  • ଦେ. କ୍ରି. ବିଣ — (ଯଥା— ସେ ମନେ ମନେ ମିଠେଇ ଖାଉଛି।)
  • ଦେ. କ୍ରି. ବିଣ — ଆପଣାର ବିଚାରରେ — According to one's own estimation
  • ଦେ. କ୍ରି. ବିଣ — (ଯଥା—ସେ ମନେ ମନେ ଭାରି ସିଆଣାଟାଏ।)
  • ଦେ. କ୍ରି. ବିଣ — ମୁହଁରେ କିଛି ପ୍ରକାଶ ନ କରି — Without speaking out any thing