ମନେ ପଡ଼ିବା Mane paṟḍ̠ibā

  • ଦେ. କ୍ରି — ସ୍ମୃତ ହେବା; ସ୍ମରଣ ହେବା — To occur to one's mind or recollection
  • ଦେ. କ୍ରି — [ଦ୍ର— ମନାଉଛି ତୋତେ, ମନେ ପଡ଼ୁଥିବି, ମୋର ଏତିକି ମାଗୁଣି— ଭଞ୍ଜ. ପ୍ରେମସୁଧାନିଧି।]