ମନେ ପକେଇବା Mane pakeibā

  • ଦେ. କ୍ରି — ସୁମରିବା; ସ୍ମରଣ କରିବା; ସୁମ— ରଣା କରିବା — To remember; to cherish in memory
  • ଦେ. କ୍ରି — [ଉ— ପକାଉଥିବ ମନେ ଯାଉଅଛି ମୁହିଁ—କୃଷ୍ଣସିଂହ. ମହାଭାରତ. ସଭା।]
  • ଦେ. କ୍ରି — ଅନ୍ଯ ବ୍ଯକ୍ତିକୁ ଚେତାଇ ଦେବା — To remind a person