ମନେ କରିବା Mane karibā

  • ଦେ. କ୍ରି — ସ୍ମରଣ କରିବା — To remember
  • ଦେ. କ୍ରି — (ଉ— ସେ ଆମ୍ଭଙ୍କୁ ମନେ କରନ୍ତି ନାଁ?— ମଧୁସୂଦନ. ଉତ୍ତର ରାମଚରିତ।)
  • ଦେ. କ୍ରି — ହେଜିବା — To recollect
  • ଦେ. କ୍ରି — ଚିନ୍ତା କରିବା; ଭାବିବା — To think
  • ଦେ. କ୍ରି — କଳ୍ପନା କରିବା — To imagine
  • ଦେ. କ୍ରି — (ଉ— ଅର୍ଜୁନଙ୍କ ବାରତା ସେଠାରେ ପାଇଲେ, ମଲା ଦୁର୍ଯ୍ଯୋଧନ ବୋଲି ସେ ମନେ କଲେ। କୃଷ୍ଣସିଂହ. ମହାଭାରତ. ବନ।)