ମନୁଷ୍ୟତା Manushyatā

  • ସଂ. ବି — ଦୟା, ପରଦୁଃଖ କାତରତା ଓ ସ୍ନେହାଦି ମନୁଷ୍ୟୋଚିତ ଧର୍ମ — Humanity
  • ସଂ. ବି — ମନୁଷ୍ୟପଣିଆଁ; ପୌରୁଷ; ସାହସିକତା — Manliness; courage
  • ସଂ. ବି — ଶିଷ୍ଟତା — Civility
  • ସଂ. ବି — ପୁରୁଷତ୍ୱ; ସ୍ତ୍ରୀ; ସଙ୍ଗମସାମର୍ଥ୍ୟ — Virility; potency