ମନୁଷ୍ୟ ଜନ୍ମ Manushya janma

  • ସଂ. ବି ( 6 ଷ୍ଠୀ ତତ୍) — ମାନବ ଜନ୍ମ; ମନୁଷ୍ୟରୂପରେ ସଂସାରରେ ଜନ୍ମ ହେବା — The state of being born in this world as a man
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— ଏହିପରି ମନୁଷ୍ୟ୍ୟ ଦେହ, ମନୁଷ୍ୟ ଶରୀର, ମନୁଷ୍ୟ ସମାଜ ଆଦି ପଦ ହୁଏ।]