ମନୁଆ Manuā

  • ଦେ. ବିଣ. ପୁଂ — କାମଚାରୀ; ସ୍ୱୈର; ଯାହା ଇଚ୍ଛା ହୁଏ ତାହା କରିବା ବ୍ଯକ୍ତି — Self-willed; wilful
  • ଦେ. ବିଣ. ପୁଂ — [ଉ— ଯେ ଲୋକ ଯୁଦ୍ଧରେ ମନୁଆ ହୋଇଥିବ। କୃଷ୍ଣସିଂହ, ମହାଭାରତ, ସଭା।]
  • ଦେ. ବିଣ. ପୁଂ — ଏକବାଗିଆ — Wayward
  • ଦେ. ବିଣ. ପୁଂ — ଖିଆଲୀ — Whimsical
  • ଦେ. ବିଣ. ପୁଂ — ଦୃଢ଼ଚିତ୍ତ — Of firm determination; resolute
  • ଦେ. ବିଣ. ପୁଂ — ନିପୁଣ; ଧୁରନ୍ଧର — Skilful
  • ଦେ. ବିଣ. ପୁଂ — [ଉ— ଶଲ୍ୱ ଯୁଦ୍ଧରେ ତ ଅଟନ୍ତି ମନୁଆଟି— କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. ବିଣ. ପୁଂ — ବୀର — Heroic
  • ଦେ. ବିଣ. ପୁଂ — (ଉ— ଯେତେକ ଯୋଦ୍ଧା। ତହିଁଥିଲେଟି ଡରୁଆ, ଡରିଲେ ହୃଷ୍ଟ ହେଲେ ତା ଦେଖି ମନୁଆ। କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. ବିଣ. ପୁଂ — ସାହସୀ — Brave; bold
  • ଦେ. ବିଣ. ପୁଂ — (ଉ— ମନୁଆଁ ଏ ଡରୁଆ ପରାୟେ ରହିବେ। କୃଷ୍ଣସିଂହ. ମହାଭାରତ. ବନ।)
  • ଗ୍ରା. ବି. (ସଂ. ମନସ୍; ନିଜର ମନକୁ ସମ୍ବୋଧନ) — ମନ — Mind