ମନିତ Manita

  • ସଂ. ବିଣ. (ମନ୍ ଧାତୁ+କର୍ମ. ତ) — ଜ୍ଞାତ — Known
  • ସଂ. ବି (+ଭାବ. ତ) — ଜ୍ଞାନ — Knowledge
  • ସଂ. ବି (+ଭାବ. ତ) — କୂଜିତ ବା କଣ୍ଠ ଧ୍ୱନିବିଶେଷ — A kind of vocal sound