ମନିଚ୍ଛା Manichchhā

  • ଦେ. ବି (ସଂ. ମନସ୍ ଓ ଇଚ୍ଛା) — ନିଜର ଇଚ୍ଛା; ସ୍ୱେଚ୍ଛା — One's free will
  • ଦେ. କ୍ରି. ବିଣ — ଆପଣାର ଇଚ୍ଛାନୁସାରେ; ଯଥେଚ୍ଛା — As one would have it
  • ଦେ. କ୍ରି. ବିଣ — ଆପଣା ସନ୍ତୋଷ ବିଧାନ ହେବା ପ୍ରକାରେ — To the heart's content