ମନିଅଡ଼ର୍ କୁପନ୍ Maniaṟḍ̠ar kupan

  • ବୈଦେ. ବି. (ଇଂ ମନୀଅର୍ଡ଼ର୍ କୁପନ୍) — ମନିଅଡ଼ର କରିବାବେଳେ ପ୍ରେରକ ମନିଅଡ଼ର ଫାରମର ଯେଉଁ ଅଂଶରେ ଟଙ୍କା ପାଇବା ବ୍ଯକ୍ତିଙ୍କ— ଠାକୁ ଆପଣାର ବକ୍ତବ୍ୟ ଲେଖନ୍ତି — Money order coupon