ମନାତ୍ମଜ Manātmaja

  • ଦେ. ବି (ସଂ. ମନଃ+ଆତ୍ମଜ) — ମନସିଜ; କାମ — Cupid
  • ଦେ. ବି (ସଂ. ମନଃ+ଆତ୍ମଜ) — [ଉ—ମନାତ୍ମଜେ ଜୟକେତୁ ବନ୍ଧାଇବି କେଉଁ ପାପୁଁ ହେଲି ତବ ମନା—ଭଞ୍ଜ. ପ୍ରେମସୁଧାନିଧି।]