ମନା କରିବା Manā karibā

  • ଦେ. କ୍ରି (ଆ. ମନା=ନିଷିଦ୍ଧ) — ବାରଣ କରିବା; ନିଷେଧ କରିବା — To prohibit
  • ଦେ. କ୍ରି (ଆ. ମନା=ନିଷିଦ୍ଧ) — [ଉ—ଘସ୍ରନାଥ ନନ୍ଦନା ଅନାଉଣିକି ମନା କରୁ ଯେ ଥାଉଁ ହଟି ଚାହିଁଲୁ ରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ ଗୀତା।]
  • ଦେ. କ୍ରି (ଆ. ମନା=ନିଷିଦ୍ଧ) — ଅସ୍ୱୀକାର କରିବା — To deny
  • ଦେ. କ୍ରି (ଆ. ମନା=ନିଷିଦ୍ଧ) — ବାଧା ଦେବା — To obstruct
  • ଦେ. କ୍ରି (ଆ. ମନା=ନିଷିଦ୍ଧ) — [ଉ—ମନା ନ କର ହିତ, ଅନାଦର ରହିତ, ଅନାଉଣି ନିରତ ଚୂନା କରୁ ଦୁରିତ —କବିସୂର୍ଯ୍ୟ କିଶୋରୀ ଚମ୍ପୂ—ମ ଗୀତ।]