ମନସ୍ୱିତା Manaswitā

  • ସଂ. ବି—(ମନସ୍ୱିନ୍+ଭାବ. ତା) — ପ୍ରଶସ୍ତ ମନ — High mind
  • ସଂ. ବି—(ମନସ୍ୱିନ୍+ଭାବ. ତା) — ଚିତ୍ତର ଉଦାରତା — Magnanimmity or liberality of mind
  • ସଂ. ବି—(ମନସ୍ୱିନ୍+ଭାବ. ତା) — ଆଶା (ପ୍ରକୃତିବାଦ) — Expectation; hope