ମନସ୍କାର Manaskāra

  • ସଂ. ବି (ମନସ୍+କୃ ଧାତୁ+ଅ) — ମନର ସୁଖ; ସନ୍ତୋଷ — Mental happiness. satisfaction
  • ସଂ. ବି (ମନସ୍+କୃ ଧାତୁ+ଅ) — ଅନୁଭବ — ; Experience
  • ସଂ. ବି (ମନସ୍+କୃ ଧାତୁ+ଅ) — ଅଭିପ୍ରାୟ; ଇଚ୍ଛା — Intention; wish