ମନସା ପୂଜା Manasā pūjā

  • ସଂ. ବି ( 6 ଷ୍ଠୀ ତତ୍) — ମନସା ଦେବୀଙ୍କର ପୂଜା; ଶ୍ରାବଣ କୃଷ୍ଣପଞ୍ଚମୀରେ ଅନୁଷ୍ଠିତ ମନସାଙ୍କ ଆରାଧନା — The worship of Goddesss Manasā
  • ସଂ. ବି ( 6 ଷ୍ଠୀ ତତ୍) — ଶ୍ରାବଣ କୃଷ୍ଣପଞ୍ଚମୀ — The 5th day of the dark fortnight of Ṡrābaṇa