ମନସବ୍ଦାର୍ Manasab-dār

  • ବୈଦେ. ବି (ଆ) — ଭାରତର ମୋଗଲ ବାଦସାହା— ମାନଙ୍କ ଅମଳରେ ଶତ ସୈନ୍ୟର ନେତା ବା ସେନାପତିଙ୍କ ଉପାଧି — A title given to a commander of one hundred soldiers under the Moghal emperors of India