ମନଶ୍ଚକ୍ଷୁଃ Manaṡchakshuḥ

  • ସଂ. ବି. (ରୂପକ କର୍ମଧାରୟ, ମନୋରୂପ ଚକ୍ଷୁଃ) — ଅନ୍ତ— ର୍ଦୃଷ୍ଟି; ନିଜର ମନୋବୃତ୍ତିର କଳନ— — Introspection
  • ସଂ. ବି. (ରୂପକ କର୍ମଧାରୟ, ମନୋରୂପ ଚକ୍ଷୁଃ) — ଭାବନା; ଧ୍ୟାନ — Contemplation; meditation
  • ସଂ. ବି. (ରୂପକ କର୍ମଧାରୟ, ମନୋରୂପ ଚକ୍ଷୁଃ) — କଳ୍ପନା — Imagination; fancy; mind's eye