ମନରେ ମନରେ Manare manare
- ଦେ. କ୍ରି. ବିଣ — କଳ୍ପନାରେ; ପ୍ରକୃତରେ ନୁହେଁ — 1. In one's imagination
- ଦେ. କ୍ରି. ବିଣ — ଯଥା— ମନେ ମନେ ମିଠେଇ ଖାଇବା।
- ଦେ. କ୍ରି. ବିଣ — ଆପଣାର ମନକୁ; ଅପ୍ରକାଶ୍ୟରେ; ଗୋପନରେ — To one's self; internally
- ଦେ. କ୍ରି. ବିଣ — ଆପଣାର କଳନା ଅନୁସାରେ — In one's own estimation