ମନରେ ଭାବିତ ହେବା Manare bhābita hebā

  • ଦେ. କ୍ରି. (ସଂ. ମନସ୍+ଭାବିତ) — ଚିନ୍ତା କରିବା — To think
  • ଦେ. କ୍ରି. (ସଂ. ମନସ୍+ଭାବିତ) — ଚିନ୍ତିତ ହେବା; ଉଦ୍ବିଗ୍ନ ହେବା — To be anxious for
  • ଦେ. କ୍ରି. (ସଂ. ମନସ୍+ଭାବିତ) — ଦୁଃଖିତ ହେବା — To be sorry; to grieve