ମନରେ ଥିବା Manare thibā

  • ଦେ. କ୍ରି. (ସଂ. ମନସ୍+ସ୍ଥା ଧାତୁ) — ସ୍ମରଣରୁ ଅନ୍ତର ନ ହେବା — Not to be out of one's mind
  • ଦେ. କ୍ରି. (ସଂ. ମନସ୍+ସ୍ଥା ଧାତୁ) — ମନୋଯୋଗର ବିଷୟ ହେବା — To be the subject of one's attention