ମନରୁ ଯିବା Manaru j̄ibā

  • ଦେ. କ୍ରି. (ସଂ. ମନସ୍+ଯା ଧାତୁ) — ମନରୁ ବିସ୍ମୃତ ହେବା; ବିସ୍ମରଣ ହେବା — To be forgotten