ମନର ମାଇପ Manara māipa

  • ଦେ. ବି — ମନୋମୁଗ୍ଧକାରିଣୀ ଭାର୍ଯ୍ଯା — Charming wife
  • ଦେ. ବି — ମନର କଳ୍ପନାନୁରୂପା ଭାର୍ଯ୍ଯା — A wife who tallies with one's model or ideal
  • ଦେ. ବି — ଆପଣା ଦ୍ୱାରା ମନୋନୀତ ସ୍ତ୍ରୀ — A wife selected by a person himself; a wife of one's own choice
  • ଦେ. ବି — (ଉ—ଅମନୀ ମାଇପ ମନ କରିଛି, ମନର ମାଇପ ଶେଯ ପାରିଛି, ଥୋଈ ମାଇପର ପାଳି, ବେହୀ ମାଇପର ବନ୍ଦାପନା ଦିନ ଗେରସ୍ତ ବସିଛି ଭାଳି—ଢଗ।)