ମନର କାଳି Manara kāḻi

  • ଦେ. ବି — ମନଦୁଃଖ; ମନୋମାଳିନ୍ୟ — Mental worry
  • ଦେ. ବି — ଭିତର ପାପ; ମନ ଦ୍ୱାରା ଆଚରିତ ପାପ — Sinful thoughts
  • ଦେ. ବି — ମନରେ ଲାଗିଥିବା ଆଘାତ — Hurt inflicted on the mind
  • ଦେ. ବି — ଅଜ୍ଞାନାନ୍ଧକାର; ମୂର୍ଖତା — Mental darkness; ignorance