ମନମଥନୀ Manamathanī
- ଦେ. ବିଣ. ସ୍ତ୍ରୀ. (ସଂ. ମନସ୍+ମଥିନୀ) — ମନରେ କ୍ଲେଶଦାୟିନୀ; ମନରେ ପୀଡ଼ାଦାତ୍ରୀ — Causing distress or mental uneasiness
- ଦେ. ବିଣ. ସ୍ତ୍ରୀ. (ସଂ. ମନସ୍+ମଥିନୀ) — ଚିତ୍ତଚାଞ୍ଚଲ୍ୟଦାୟିନୀ — Causing restless of mind
- ଦେ. ବିଣ. ସ୍ତ୍ରୀ. (ସଂ. ମନସ୍+ମଥିନୀ) — (ଉ—ମନମଥ ନାମ ଯାର ମନମଥନୀ ତୁ ଅଟୁ ତାହାର। କବିସୂର୍ଯ୍ୟ. ଢୁମ୍ପା ଗୀତ।)