ମନପବନା ଘୋଡ଼ା Manapabanā ghoṟḍ̠ā

  • ଦେ. ବି — କାହାଣୀରେ ବର୍ଣ୍ଣିତ ଘୋଡ଼ା, ଯେଉଁ ଘୋଡ଼ାରେ ଚଢ଼ିବା ଲୋକ ଇପ୍ସିତ ସ୍ଥାନରେ ପବନଗତିରେ ପହଞ୍ଚେ — A fabulous horse which is said to swiftly carry its rider to the desired place