ମନତନ୍ ଦେଇ Mantan dei

  • ପ୍ରାଦେ (ସମ୍ବଲପୁର) କ୍ରି. ବିଣ (ତୁଳ ହି. ତନ୍ମନ୍ ସେ) — ଗାଢ଼ ଅଭିନିବେଶପୂର୍ବକ — Very attentively
  • ପ୍ରାଦେ (ସମ୍ବଲପୁର) କ୍ରି. ବିଣ (ତୁଳ ହି. ତନ୍ମନ୍ ସେ) — ମନ ଓ ଦେହ— ଲଗାଇ (କାର୍ଯ୍ୟ କରିବା) — (to act) By applying one's mind and body