ମନକୁ ପାଇବା Manaku pāibā

  • ଦେ. କ୍ରି — ମନର ଅନୁମତ ହେବା; ପସନ୍ଦସହି ହେବା — To meet with one's approval
  • ଦେ. କ୍ରି — ବିଶ୍ୱାସ କରାଯିବା — To be believed
  • ଦେ. କ୍ରି — (ଉ—ଏ କଥାଟା ସତ, ହେଲେ ମନକୁ ପାଉ ନାହିଁ—ଢଗ।)
  • ଦେ. କ୍ରି — ବିବେଚିତ ହେବା — To be considered or thought of