ମନଃସିଳା Manaḥasiḻā
- ସଂ. ବି [ମନଃ+ଶିଳା=ପଥର, ଏହା ଅତି ମନୋହର] — ମନଛାଲ; ଖଣିଜ ରକ୍ତ ବର୍ଣ୍ଣ ଧାତୁ ବିଶେଷ; ଶଙ୍ଖୁଆ— ଘଟିତ ଉପରସ ବିଶେଷ; ଶଙ୍ଖରସ ଓ ଗନ୍ଧକ ଯୋଗରେ ଉତ୍ପନ୍ନ ଉପରସ ବିଶେଷ — Red arsenic; realgar
- ସଂ. ବି [ମନଃ+ଶିଳା=ପଥର, ଏହା ଅତି ମନୋହର] — [ଦ୍ର—ଏହାକୁ ଆୟୁର୍ବେଦୋକ୍ତ ବିଧି ଅନୁସାରେ ଶୋଧନ କରି ଔଷଧରେ ବ୍ଯବହାର କରାଯାଏ।]