ମନଃ ପୂତ Manaḥ pūta

  • ସଂ. ବିଣ—( 3 ୟା ତତ୍) — ମନୋନୀତ — Approved by one's own mind
  • ସଂ. ବିଣ—( 3 ୟା ତତ୍) — ଚିତ୍ତତୃପ୍ତିକର — Pleasing to one's own mind; giving satisfaction
  • ସଂ. ବିଣ—( 3 ୟା ତତ୍) — ବିବେକ— ବିହିତ — Conscientious
  • ସଂ. ବିଣ—( 3 ୟା ତତ୍) — ନିର୍ମଳାନ୍ତଃକରଣ— ଯୁକ୍ତ — Pure in mind
  • ଦେ. ବି—(ସଂ. ମନଃ ପୂତି) — ଚିତ୍ତ ଶୁଦ୍ଧି — Purity of mind
  • ଦେ. ବି—(ସଂ. ମନଃ ପୂତି) — ଚିତ୍ତର ପ୍ରସନ୍ନତା — Cheerfulness of mind