ମନ ହରିବା Mana haribā

  • ଦେ. କ୍ରି—(ସଂ. ମନଃ+ହୃ ଧାତୁ) — ମୋହିତ କରିବା — To charm
  • ଦେ. କ୍ରି—(ସଂ. ମନଃ+ହୃ ଧାତୁ) — [ଉ—ତକ୍ଷଣେ ପ୍ରଭୁ ନରହରି, ମାୟାରେ ତାର ମନ ହରି। ଜଗନ୍ନାଥ. ଭାଗବତ।]