ମନ ସୋରେହା Mana sorehā

  • ଦେ. ବି (ସଂ. ମନଃ ଓ ସ୍ପୃହା) — ମନର ସ୍ପୃହା ବା ଉତ୍ସାହ — Keen desire
  • ଦେ. ବି (ସଂ. ମନଃ ଓ ସ୍ପୃହା) — ମନର ପ୍ରସନ୍ନତା; ପ୍ରଫୁଲ୍ଲତା — Delight; joy