ମନ ସୁରାଇବା Mana surāibā

  • ଦେ. ବି (ସଂ. ମନଃ+ସ୍ପୃହା) — ମନରେ ସ୍ପୃହା ଜାତ ହେବା; କୌଣସି କାର୍ଯ୍ୟ ପାଇଁ ମନରେ ଉତ୍ସାହ ଜାତ ହେବା — Having a hankering after or desire for a thing
  • ଦେ. ବି (ସଂ. ମନଃ+ସ୍ପୃହା) — ମନ ଆନନ୍ଦିତ ହେବା — Being delighted