ମନ ରହିବା Mana rahibā

  • ଦେ. ବି — ମନ କୌଣସି ବିଷୟ ପ୍ରତି ଆକୃଷ୍ଟ ହୋଇ ତହିଁରେ ଅନୁରକ୍ତ ହେବା — Being attached to some thing
  • ଦେ. ବି — ମନର ମିଶ୍ଚଳତା ବା ସ୍ଥିରତା — Mental calmness
  • ଦେ. ବି — କୌଣସି କର୍ମରୁ ବା ଇଚ୍ଛାରୁ ମନର ନିବୃତ୍ତି — Desistence from an act or desire