ମନ ରଖିବା

  • ଦେ. କ୍ରି. — ମନ ଯୋଗାଇବା; ସନ୍ତୁଷ୍ଟ କରିବା।
  • ଦେ. କ୍ରି. — କୌଣସି ବିଷୟ ପ୍ରତି ଆକୃଷ୍ଟ ହେବା ବା ଉକ୍ତ ବିଷୟ ଚିନ୍ତା କରିବା।
  • ଦେ. କ୍ରି — ଭୁଲି ନ ଯିବା; ସ୍ମୃତିରୁ ଅନ୍ତର ନ କରିବା।