ମନ ଯୋଗାଇବା Mana j̄ogāibā
- ଦେ. କ୍ରି. (ସଂ. ମନସ୍+ଯୁଜ୍ ଧାତୁ) — କୌଣସି ବ୍ଯକ୍ତିର ମନକୁ ଜଗି କର୍ମ କରିବା — To act according to a person's wish
- ଦେ. କ୍ରି. (ସଂ. ମନସ୍+ଯୁଜ୍ ଧାତୁ) — କୌଣସି ବ୍ଯକ୍ତିର ଇଚ୍ଛା ଅନୁସାରେ କାର୍ଯ୍ୟ କରି ତାକୁ ସନ୍ତୁଷ୍ଟ କରିବା — To please another by acting according to his or her wishes