ମନ ମୋହନ Mana mohana
- ଦେ. ବିଣ. ପୁଂ. (ସଂ. ମନୋମୋହନ) — ମନୋମୁଗ୍ଧକର; ଅତି ରମଣୀୟ — Charming; fascinating
- ଦେ. ବିଣ. ପୁଂ. (ସଂ. ମନୋମୋହନ) — (ଉ—କେଉଁ ଖଳ ଜନ କହିଛି କି ମନମୋହନା। କିଛି ମୋହ ନାଁରେ— କବିସୂର୍ଯ୍ୟ. ସଙ୍ଗୀତ।)
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males