ମନ ଭୁଲିବା Mana bhulibā

  • ଦେ. ବି — ମୁଗ୍ଧ ହେବା — Being enchanted or beguiled
  • ଦେ. ବି — ନିଜର ଅଜ୍ଞା— ତରେ ବା ଅସାବଧାନତାରେ ସଙ୍କଳ୍ପରୁ ଟଳିବା — Unconscious deviation from one's resolve