ମନ ଭୁଲାଣିଆ Mana bhulāṇiā
- ଦେ. ବିଣ — ଯେଉଁ ବ୍ଯକ୍ତି କୌଶଳକ୍ରମେ ଅନ୍ୟର ମନକୁ ସଂକଳ୍ପରୁ ଭ୍ରଷ୍ଟ କରେ ବା ଟଳାଏ — Shrewdly causing a person to deviate from one's resolve
- ଦେ. ବିଣ — ଯେଉଁ କାର୍ଯ୍ୟଦ୍ୱାରା ମନୁଷ୍ୟର ମନ ମୌଳିକ ସଂକଳ୍ପରୁ ଭ୍ରମରେ ଟଳିଯାଏ — (work) Which causes a man to deviate from his original resolve unawares
- ଦେ. ବିଣ — ଚିତ୍ତମୁଗ୍ଧକର — Fascinating; enchanting