ମନ ଭାବୁସି Mana bhābusi

  • ଦେ. ବିଣ — ମନମଉଜୀ; ମନମୁଖୀ; ମନୁଆ — Arbitrary; self-willed
  • ଦେ. ବିଣ — ଯେ ସର୍ବଦା ପ୍ରଫୁଲ୍ଲ ଥାଏ — One who is of a cheerful disposition of mind
  • ଦେ. ବିଣ — ସ୍ୱେଚ୍ଛାରେ କୃତ (କର୍ମ) — (act) Done according to one's free will